ତୁମପାଇଁ କିଛି ବହି
ଓଡ଼ିଆ ମାଟିରୁ

Some of the best Odia books you may find worth reading. We are adding more and more books for you.

Manoj Das

Manoj Das

ଜିବନର ପ୍ରଶ୍ନ ଆଉ ଉତ୍ତର ଭିତରେ, ସତ ଆଉ ମିଛର ଛାଇ ଆଲୁଅରେ ମନୋଜ ଦାସଙ୍କ ଲେଖନୀର କୁହୁକ ଓଡ଼ିଆ ସାହିତ୍ୟ ଜଗତକୁ ଯେଉଁଭଳି ଆଲୋକିତ କରିଛି ତାହା ଅନନ୍ୟ | ଚିର ସତ୍ୟର ସନ୍ଧାନରେ ସେଇ ମଣିଷଟିର ରଚନା ଗୁଡି଼କ ଆଜି ଆମେ ଏଇଠାରେ ଏକାଠି କରିବାକୁ ଏକ ଛୋଟ ପ୍ରୟାସଟିଏ କରୁଛୁ | ମନୋଜ ଦାସଙ୍କର ଦୁଇଟି ନୂଆ ପୁସ୍ତକ ସହିତ କିଛି ଅନ୍ୟ ବହି ଗୁଡିକ ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ, ଏ ଆଶା ରଖୁଛୁ |

Books by Manoj Das
see more ⇢

books by
Bibudharanjan
see more ⇢
 

ଡ଼କ୍ଟର ପ୍ରଭାତୀ ମିଶ୍ର

ବୋଉର କଥା

ଗଢିତୋଳିଥିବା ସେଇ ନାରୀଟିଏ କାଇଁ କୋଉ କାଳରୁ ମନଭିତରେ ସବୁବେଳେ ଉଙ୍କି ମାରେ | ଆଜିର ଜଣାଶୁଣା ନାରୀମାନଙ୍କର ମା'ମାନେ ଆଉ ସେମାନଙ୍କର ଅଭୁଲା ସ୍ମୃତିକୁ ସାଉଁଟି ରଖିବାର ଏଇ ଏକ ଚେଷ୍ଟା |

see more ⇢